ମହାରାଷ୍ଟ୍ରରେ ବନ୍ୟା ଓ ଭୁସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ମୁମ୍ବାଇ: ପ୍ରବଳ ବର୍ଷା ପରେ ବନ୍ୟା ଓ ଭୁସ୍ଖଳନ ହେତୁ ମହାରାଷ୍ଟ୍ରର ଅନେକ ଜିଲ୍ଲାର ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ପ୍ରବଳ ବର୍ଷା ପ୍ରଭାବରେ ଏଯାବତ ୧୧୨ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି। ରାୟଗଡ଼ରେ ଅଧିକ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ରେ ମୃତ୍ୟୁ ସଂଖ୍ୟା ୫୨ରେ ପହଞ୍ଚିଥିବା କୁହାଯାଉଛି। ତେବେ ପୁନେ ଓ କୋନକାନରେ ଗତ ତିନିଦିନ ହେବ ପ୍ରବଳ ବର୍ଷା ହେତୁ ଏବେ … Continue reading ମହାରାଷ୍ଟ୍ରରେ ବନ୍ୟା ଓ ଭୁସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ